ଦୁବାଇରେ ୧୨ ତାରିଖରୁ ଉଦଘାଟିତ ହୋଇଛି ପ୍ରବାସୀ ଓଡ଼ିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ୧୧ଟି କ୍ରିକେଟ୍ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ।

ଦୁବାଇରେ ୧୨ ତାରିଖରୁ ଉଦଘାଟିତ ହୋଇଛି ପ୍ରବାସୀ ଓଡ଼ିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ୧୧ଟି କ୍ରିକେଟ୍ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ୨୦୧୩ରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଉଥିଲେ । ହେଲେ ଏଥର ରେକର୍ଡ ଭାଗେ ୧୧ଟି ଦଳ ଅଂଶ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *