ଦେଢଶୁରର କଳା କାରନାମା : ଭାଇବୋହୁର ଅର୍ଦ୍ଧନଗ୍ନ ଫଟୋ ଭାଇରାଲ କରି ଆକ୍ରମଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ ଜମିବାଡ଼ି କୁ କେନ୍ଦ୍ର କରି ବିବାଦରୁ ଜଣେ ମହିଳାଙ୍କୁ ତାଙ୍କ ଦେଢଶୁର ଆକ୍ରମଣ କରିବା ସହିତ ଗାଧେଇବା

Read more

ଜୁଲାଇ ୭ରୁ କଟକ SCB ମେଡିକାଲରେ ହେବ ଆଣ୍ଟିଜେନ ପରୀକ୍ଷା, ପରୀକ୍ଷା ପୂର୍ବରୁ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ, ଅତି ଜରୁରୀ ନ ଥିଲେ OPDକୁ ନ ଆସିବାକୁ ରୋଗୀଙ୍କୁ ବିଭାଗର ପରାମର୍ଶ, OPDରେ ସାମାଜିକ ଦୂରତା ରକ୍ଷା କରିବାକୁ ମୁତୟନ ହେବ ପୋଲିସ

Read more

ବର୍ଷେ ପାଇଁ ରାଜ୍ୟରେ କୋରୋନା କଟକଣା ଜାରି କଲେ କେରଳ ସରକାର, ମାସ୍କ ପିନ୍ଧା ଓ ସାମାଜିକ ଦୂରତା ନିୟମ ୨୦୨୧ ଜୁଲାଇ ଯାଏ ବଳବତ୍ତର, ସମସ୍ତ କାର୍ଯ୍ୟକ୍ରମ ଓ ସର୍ବସାଧାରଣ ସ୍ଥାନରେ ୬ ଫୁଟ ଦୂରତା ବାଧ୍ୟତାମୂଳକ

Read more

ୟୁପି ଗାଜିଆବାଦର ମୋଦି ନଗରରେ ଏକ କାରଖାନାରେ ବିସ୍ଫୋରଣ । ୭ ମୃତ, ୪ ଗୁରୁତର ହସ୍ପିଟାଲରେ ଭର୍ତ୍ତି । କିଛି କର୍ମଚାରୀ କାରଖାନା ଭିତରେ ଫସି ରହିଥିବା ସୂଚନା । କାରଖାନା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥିବା ସୂଚନା । ଆଜି ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ CM ଯୋଗୀଙ୍କ ନିର୍ଦେଶ

Read more

କୁକୁର କାମୁଡିଥିବା ଗୋଟେ ଗାଈର କାମୁଡ଼ାରେ ବୌଦ୍ଧରେ ବୃଦ୍ଧା ମୃତ

ବୌଦ୍ଧ: ଗାଈ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗାଁରେ

Read more

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ପୂର୍ବାନୁମାନ କରାଯାଇଛି।

Read more

କଟକ ସହରରୁ ଆଜି ୭୪ କୋରୋନା ଆକ୍ରାନ୍ତ ଚିହ୍ନଟ, ସରକାରୀ କ୍ବାରେଣ୍ଟାଇନ୍‌ରୁ ୪୬ ଓ ହୋମ୍ କ୍ବାରେଣ୍ଟାଇନ୍‌ରୁ ୨୮ ଚିହ୍ନଟ, କର୍କଟ ଚିକିତ୍ସା କେନ୍ଦ୍ରରୁ ୩୮ କୋରୋନା ଆକ୍ରାନ୍ତ ଚିହ୍ନଟ, ସରକାରୀ କ୍ବାରେଣ୍ଟାଇନ୍‌ରୁ ୨ କୋରୋନା ଯୋଦ୍ଧା ଆକ୍ରାନ୍ତ, ମାଳିସାହିରୁ ୧୩ ଓ ମାଣିକଘୋଷ ବଜାରରୁ ୧୧ ଆକ୍ରାନ୍ତ ଚିହ୍ନଟ

Read more

ଭୁବନେଶ୍ବରରୁ ୧୯ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୨ କୋରୋନା ଯୋଦ୍ଧା । ସଂଗରୋଧ କେନ୍ଦ୍ରରୁ ୯ ଓ ସ୍ଥାନୀୟ ଅଞ୍ଚଳରୁ ୮ ଆକ୍ରାନ୍ତ, ବରଗଡ଼, ଝାରପଡ଼ା, ଭରତପୁରରୁ ଜଣେ ଲେଖାଏଁ ଚିହ୍ନଟ । ଘାଟିକିଆରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । ୟୁନିଟ୍‌-୫, ପଳାସପଲ୍ଲୀ ଓ ସୁନ୍ଦରପଦାରୁ ଜଣେ ଲେଖାଏଁ ଚିହ୍ନଟ

Read more