ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମାଆ ଦୁଲାରୀ କୋରୋନା ଆକ୍ରାନ୍ତ, ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀ ମଧ୍ୟ କୋରୋନା ପଜିଟିଭ୍‌, କିନ୍ତୁ ଅନୁପମ ଖେରଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, କୋରୋନା ନେଗେଟିଭ୍‌ ଥିବା ଟ୍ବିଟ୍‌ କରି ସୂଚନା ଦେଲେ ଅନୁପମ

Read more

ରାଜ୍ୟରେ କୋରୋନା ନେଲା ଆଉ ୩ ଜଣଙ୍କ ଜୀବନ, ଗଞ୍ଜାମର ୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୫୦, ୫୬ ଓ ୬୫ ବର୍ଷୀୟ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ, ୫୬ ଓ ୬୫ ବର୍ଷୀୟ ବ୍ୟକ୍ତି ମଧୁମେହ ରୋଗରେ ପୀଡ଼ିତ ଥିଲେ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

Read more

ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ମିଳିବ ଘର; ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର: ସେ କହିଲେ- ସେବାୟତଙ୍କ କଲ୍ୟାଣ ପାଇଁ ୨ ଫେଜରେ ୫ ହଜାର ଲେଖାଏଁ ମିଳିବ, ଜୁଲାଇରେ ତୃତୀୟ ଓ ଅଗଷ୍ଟରେ ଚତୁର୍ଥ କିସ୍ତିର ଟଙ୍କା ମିଳିବ, ଗରିବ ସେବାୟତଙ୍କୁ ଚିହ୍ନଟ ପାଇଁ ଆଉଥରେ ଗଣନା ହେବ

Read more

ଫେସ୍‌ବୁକ୍‌ରେ ଲାଇଭ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ବାଲେଶ୍ବରର 30 ବର୍ଷୀୟ ଯୁବକ

ବାଲେଶ୍ବର: ବାଲେଶ୍ବରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଲାଇଭ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ବର

Read more

ନୟାଗଡ଼ ପୌରାଞ୍ଚଳର ୨ଟି କଲୋନୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ: ଏମ୍‌.ଆଇ କଲୋନି ଓ ବଳରାମ ସାହି ହେଲା କଣ୍ଟେନମେଣ୍ଟ ଜୋନ । ୬ ନମ୍ବର ୱାର୍ଡରୁ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳଙ୍କ ପଦକ୍ଷେପ

Read more

ଗଞ୍ଜାମ ପୋଲସରାରେ ନାମଯଜ୍ଞ କରି ଗିରଫ ହଲେ ନାଏବ ସରପଞ୍ଚ ନାଏବ କୃଷ୍ଣଚନ୍ଦ୍ର ଜେନାଙ୍କ ସମେତ ୧୧ ଲୋକ

ଗଞ୍ଜାମ ପୋଲସରାରେ ନାମଯଜ୍ଞ କରି ନାମ ନେଲେ ନାଏବ ସରପଞ୍ଚ। ମର୍ଦରାଜପୁର ଗାଁରେ ନାମଯଜ୍ଞ କରି ଡେଙ୍ଗାପଦର ପଞ୍ଚାୟତର ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନାଙ୍କ ସମେତ ୧୧

Read more