ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା, ଟୋକନ୍‌ କାଟିଥିବା ଭକ୍ତଙ୍କୁ ବସ୍‌ଷ୍ଟାଣ୍ଡରେ ମିଳିବ ଅବଢ଼ା, ଆଶ୍ରମ ଛକ ଦେଇ ଭକ୍ତ ମାନେ ଆସିବା ପାଇଁ ସ୍ବତନ୍ତ୍ର ସୁବିଧା, ସାମାଜିକ ଦୂରତ୍ବ ରକ୍ଷା କରି ମହାପ୍ରସାଦ ବଣ୍ଟନ କରାଯିବ

Read more

ପାରାଦୀପରେ ଇଣ୍ଡିଆନ ଅଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭର୍ଚୁଆଲ ଉତ୍ସବରେ ଉଦ୍‌ଘାଟିତ ହେଲା ୪୩ କୋଟିର ପ୍ରକଳ୍ପ, ଏହି କେନ୍ଦ୍ର ଦେଶରେ ଷଷ୍ଠ ଓ ପୂର୍ବ ଭାରତର ଦ୍ବିତୀୟ ପ୍ରକଳ୍ପ

Read more

ASI ବୈଷୟିକ ଟିମ୍‌ ଦ୍ବାରା ଶ୍ରୀମନ୍ଦିର ଗର୍ଭହ ଯାଞ୍ଚ, ଗର୍ଭ ଗୃହ ସମେତ, ନାଟ ମଣ୍ଡପ ଓ ଜଗମୋହନ ହେବ ଯାଞ୍ଚ, ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପାଇଁ ଚାଲିଛି ଭାରା ବନ୍ଧା, ଏବର୍ଷ ରାଜ୍ୟ ବାହାର ବିଶେଷଜ୍ଞଙ୍କୁ ଅନୁମତି ନାହିଁ, ରାଜ୍ୟର ବିଭିନ୍ନ ବିଭାଗର ବିଶେଷଜ୍ଞ ଯାଞ୍ଚ କରିବେ

Read more

କାଲି ପାରାଦୀପରେ ଇଣ୍ଡିଆନ ଅଏଲ୍‌ର PADC (ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର) ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଦିନ ୧୧ଟାରେ ଭର୍ଚୁଆଲ ଉତ୍ସବରେ ଉଦ୍‌ଘାଟିତ ହେବ ୪୩ କୋଟିର ପ୍ରକଳ୍ପ

Read more

ଗେଲ୍‌ ଇଣ୍ଡିଆର ଟିକସ ପରବର୍ତ୍ତୀ ଲାଭରେ ୧୦% ବୃଦ୍ଧି, ୨୦୧୯-୨୦ରେ କମ୍ପାନିର ଲାଭ ୬,୬୨୧ କୋଟି ଟଙ୍କାକୁ ବୃଦ୍ଧି, ୨୦୧୮-୧୯ରେ ଗେଲ୍‌ ଇଣ୍ଡିଆର ଲାଭ ଥିଲା ୬,୦୨୬ କୋଟି, ୨୦୧୯-୨୦ରେ ସେୟାର ପିଛା ଆୟ ୧୩ ଟଙ୍କା ୩୬ରୁ ୧୪ ଟଙ୍କା ୬୮କୁ ବୃଦ୍ଧି, ଗେଲ୍‌ ଇଣ୍ଡିଆ CMD ମନୋଜ ଜୈନଙ୍କ ସୂଚନା

Read more

କୋରୋନା ନେଇ IEC ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ପ୍ରେସ୍‌ମିଟ

କୋରୋନାରେ ବୟସ୍କଙ୍କ ମୃତ୍ୟୁର ଆଶଙ୍କା ଅଧିକ । ଘରର ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ ସୁବ୍ରତ ବାଗ୍‌ଚୀଙ୍କ ପରାମର୍ଶ । ବୟସ ବଢ଼ିବା ସହ ଶରୀରରେ RNA

Read more

ଘରକୁ ଆସିଲା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହେମାନ । କଟକ ଜଗତପୁର ସାତବଟିଆ ଘରକୁ ଆସିଲା ରେହେମାନ । କଟକ ଚୌଦ୍ବାର ଜେଲରୁ କଡ଼ା ସୁରକ୍ଷାରେ ଘରକୁ ଆସିଲା । ମାଆଙ୍କ ମୃତ୍ୟୁ ପରେ କୋର୍ଟଙ୍କ ଅନୁମତି କ୍ରମେ ଘରକୁ ଆସିଲା

Read more

ଓଡ଼ିଶା ବିକାଶ ପରିଷଦ ସଭାପତିଙ୍କ ଘରକୁ ଟେକା, ପଥର ମାଡ଼ ଘଟଣା । ଟେକା, ପଥର ମାଡ଼ ଘଟଣାରେ ଥାନାରେ ୩ ଯୁବକଙ୍କ ଆତ୍ମସମର୍ପଣ । ଦେବାଶିଷ ରାଉତ, ରଶ୍ମିରଞ୍ଜନ ରାଉତରାୟ, ପ୍ରଭାତ ତ୍ରିପାଠୀଙ୍କ ଆତ୍ମସମର୍ପଣ । ଗତକାଲି ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ

Read more

ପୁରୀରେ ବାହୁଡ଼ା ଓ କୋଭିଡ୍‌ ନେଇ ଉଚ୍ଚ ସ୍ତରୀୟ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା, ପୁରୀର ସବୁ ସେବାୟତ ପରିବାରକୁ ଦିଆଯିବ ମାସ୍କ ଓ ସାନିଟାଇଜର, ସେବାୟତଙ୍କ ପରିବାରର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ହେବ ୨ଟି ସ୍ବାସ୍ଥ୍ୟକେନ୍ଦ୍ର

Read more