ରାଜ୍ୟରେ ଆଜି ଆଉ ୪,୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ କୋରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୭୪ ଏବଂ ପୁରୀରୁ ୨୮୭ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୧୪୭, ବାଲେଶ୍ବରରୁ ୧୫୦,

Read more

ରାଜ୍ୟରେ ଆଜି ଆଉ ୪,୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ । କ୍ବାରେଣ୍ଟାଇନ୍‌ରୁ ୨୪୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ପଜିଟିଭ୍‌ । ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି । ସୁସ୍ଥ ୧,୨୫,୭୩୮, ଚିକିତ୍ସାଧୀନ ୩୬,୪୭୩

Read more

ଭୁବନେଶ୍ବର ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲା । CBI ତଦନ୍ତ ପାଇଁ ହାଇକୋର୍ଟରେ ରୁଜ୍ଜୁ ହେଲା ମାମଲା । ପୀଡ଼ିତାଙ୍କୁ ୩୦ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇଁ ମଧ୍ୟ ପ୍ରାର୍ଥନା । ଭାରତୀୟ ବିକାଶ ପରିଷଦ ତରଫରୁ ମାମଲା ରୁଜ୍ଜୁ । ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ କମିସନର ପକ୍ଷ ଭୁକ୍ତ

Read more

କେନ୍ଦ୍ରାପଡ଼ାରେ ବନ୍ୟା ପ୍ରଭାବିତ ୪ ବ୍ଲକ ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ୍‌ । ଡେରାବିଷ, ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକକୁ ଯିବ ଟିମ୍‌ । ବନ୍ୟାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିବେ ଚାରି ଜଣିଆ କେନ୍ଦ୍ରୀୟ ଟିମ

Read more

ଇଣ୍ଡିଆ ବୁକ୍‌ ଅଫ ରେକର୍ଡ଼ର ଅଧିକାରୀ ହେବା ପରେ କଟକର କୁନି ଝିଅ ଜାହ୍ନବୀ ମହାନ୍ତି ଏବେ ଏସିଆ ବୁକ ଅଫ ରେକର୍ଡ଼ ପାଇଁ ମେନାନୀତ ହୋଇଛି । ସେଠାରେ ସଫଳତା ପାଇବା ପରେ ସେ ଗିନିଜ୍ ୱର୍ଲ୍ଡ ରେକର୍ଡ଼ ପାଇଁ ମନୋନୀତ ହୋଇପାରେ

Read more

ରାଜ୍ୟ ଲୋକାୟୁକ୍ତ ଆୟୋଗଙ୍କ ନିକଟରେ ହାଜର ହେଲେ ୨ ଆଇଏସ । ହେମନ୍ତ ଶର୍ମା ଓ ଜାମିନୀ ଷଡ଼ଙ୍ଗୀ ହାଜର ହେଲେ । PPE କିଟ୍ ଓ ମାସ୍କ, ଔଷଧ କିଣାରେ ହେରଫର ଅଭିଯୋଗ ଆସିଥିଲା । PPE କିଟ୍ ଓ ମାସ୍କ କିଣା ଦାୟିତ୍ବରେ ଥିଲେ ହେମନ୍ତ ଶର୍ମା । ଜାମିନୀ ଷଡ଼ଙ୍ଗୀ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା

Read more

ଅନୁଗୁଳ: ନିଜିଗଡ଼ ପଞ୍ଚାୟତର ସରପଞ୍ଚ ନିରୁପମା ବୋଷ ନିଲମ୍ବିତ । କ୍ଷମତାର ଅପବ୍ୟବହାର ଯୋଗୁ ନିଲମ୍ବନ କଲା ପଞ୍ଚାୟତ ରାଜ ବିଭାଗ । ନୂତନ ସରପଞ୍ଚ ଭାବେ ଦାୟିତ୍ବ ନେଲେ ନାଏବ ସରପଞ୍ଚ ଗୁଣନିଧି ଦ୍ବିବେଦୀ

Read more

ରାଇଘର ବ୍ଲକ ଚିକିଲାପାରା ପାହାଡ଼ରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର । ମୃତକ ହେଲେ ଦୁଗୁଲାପରା ଗାଁର ରମେଶ ରାଉତ ଓ ବିଶ୍ରାଡ଼ି ଗାଁର ଲଳିତା ରାଉତ । ପ୍ରେମକୁ ସାମାଜିକ ସ୍ବୀକୃତି ନ ମିଳିବା ଭୟରେ ଆତ୍ମହତ୍ୟା କରିଥିବା ସୂଚନା

Read more