ଦେଢଶୁରର କଳା କାରନାମା : ଭାଇବୋହୁର ଅର୍ଦ୍ଧନଗ୍ନ ଫଟୋ ଭାଇରାଲ କରି ଆକ୍ରମଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ ଜମିବାଡ଼ି କୁ କେନ୍ଦ୍ର କରି ବିବାଦରୁ ଜଣେ ମହିଳାଙ୍କୁ ତାଙ୍କ ଦେଢଶୁର ଆକ୍ରମଣ କରିବା ସହିତ ଗାଧେଇବା

Read more

କୁକୁର କାମୁଡିଥିବା ଗୋଟେ ଗାଈର କାମୁଡ଼ାରେ ବୌଦ୍ଧରେ ବୃଦ୍ଧା ମୃତ

ବୌଦ୍ଧ: ଗାଈ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗାଁରେ

Read more

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ପୂର୍ବାନୁମାନ କରାଯାଇଛି।

Read more

ଗଞ୍ଜାମ ଗୋପାଳପୁରରେ କରୋନା କଟକଣାକୁ ବେଖାତିର କରି ବାହାଘର : ବରପିତା ସମେତ ୫ ଗିରଫ, ମେ ଫେୟାର ହୋଟେଲ ସିଲ

ଗୋପାଳପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ସେଠାରେ କରୋନା ନିୟମ ଉଲ୍ଲଙ୍ଘନ କାରଣରୁ ଜିଲ୍ଲା ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

Read more

କୋରାପୁଟରେ ଦ୍ରୁତ ଗତି ସହ ଅସାବଧାନତା ଯୋଗୁଁ ମୋଟର ସାଇକେଲ ଖସିଲା ଖାଲକୁ; ୪ ଜଣ ନାବାଳକ ମୃତ

କୋରାପୁଟ: ଗୋଟିଏ ମୋଟର୍‌ ସାଇକେଲରେ ବସିଥିଲେ ଚାରି ଜଣ । ଅତି ଦ୍ରୁତ ଗତିରେ ଚଳାଉଥିଲେ ମୋଟର୍‌ ସାଇକେଲ୍‌ । ତାହା ପୁଣି ଗୋଟିଏ ୟୁ-ଟର୍ଣ୍ଣ ସ୍ଥାନରେ

Read more

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତି ଅଟକ, କୃଷି ଅଧିକାରୀ ପ୍ରଦୀପଙ୍କ କାର୍‌ରୁ ୧୧ ଲକ୍ଷ ଟଙ୍କା ଜବତ, ଜୟପୁରରୁ ଭୁବନେଶ୍ବର ଯିବା ବେଳେ ଜବତ କଲା ଭିଜିଲାନ୍ସ

Read more

ନୟାଗଡ଼ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା, ଜୁଲାଇ ଶେଷ ଯାଏ ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା, ଅନ୍ୟ ଦିନରେ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ ଦୋକାନ, ନୟାଗଡ଼ NACର ୩ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା, କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଜିଲ୍ଲାପାଳଙ୍କ ପଦକ୍ଷେପ

Read more

ସୁବର୍ଣ୍ଣପୁର NH-୫୭ରେ ମର୍ମନ୍ତୁଦ ଦୁର୍ଘଟଣା : ପିକ୍-ଅପ୍ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କାରେ ୩ ଯୁବକ ମୃତ; ୩ ଆହତ

ସୁବର୍ଣ୍ଣପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ପ୍ରାଣ ଯାଇଛି ଓ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ଣରେ

Read more

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇ ଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼,

Read more

ଯାଜପୁରରେ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ ସାଧାରଣ ଲୋକ

ଯାଜପୁର: ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା । ଯାଜପୁରରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏପରି ଏକ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଜୁଲାଇ

Read more