ରାଜଧାନୀରେ କୋରୋନା ମୁକାବିଲା ନେଇ BMC କମିସନରଙ୍କ ସୂଚନା । ରାଜଧାନୀରେ ଏବେ ୧୧ଟି ଆକ୍ଟିଭ କେସ୍‌ ରହିଛି । ୧୧ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି । ଏବେ ସୁଦ୍ଧା ଭୁବନେଶ୍ବରକୁ ୨,୧୮୮ ପ୍ରବାସୀ ଫେରିଛନ୍ତି

ଏବେ ୧,୨୯୭ ଜଣ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ୫୬ ଜଣ ସରକାରୀ କ୍ବାରେଣ୍ଟାଇନରେ ଅଛନ୍ତି । ଆକ୍ରାନ୍ତଙ୍କ ପଡ଼ୋଶୀଙ୍କୁ ମଧ୍ୟ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି

Read more

ରାଜଧାନୀରେ ୫ ବର୍ଷର ଶିଶୁ ତଣ୍ଟିକାଟି ହତ୍ୟାପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

ରାଜଧାନୀ ଖଣ୍ଡଗିରି ଥାନା ଆଇଗେଣିଆ ସ୍ଥିତ କୋଳଥିଆରେ ଘଟିଛି ଏହି ଅଭାବନୀୟ ଘଟଣା । ତନୁଶ୍ରୀ ପରିମାଣିକ ନାମକ ମହିଳା ପଡୋଶୀ ଘର ୫ ବର୍ଷର ଶିଶୁପୁତ୍ର

Read more

ଭୁବନେଶ୍ବରରେ ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ ସମସ୍ତ ପାର୍କ ଖୋଲିବାକୁ BMCର ଅନୁମତି । ସକାଳ ୫ଟାରୁ ୧୦ ଓ ଅପରାହ୍ଣ ୪ରୁ ୬ଟା ଯାଏ ଖୋଲିବ ପାର୍କ । ସକାଳ ୫ଟାରୁ ୭ଟା ଯାଏ କେବଳ ୬୦ ବର୍ଷରୁ ଅଧିକ ଲୋକ ଯାଇପାରିବେ । ଅନ୍ୟ କୌଣସି ବୟସର ବ୍ୟକ୍ତି ଏହି ସମୟରେ ଯାଇପାରିବେନି

Read more

ସ୍ଵାମୀ ସହିତ ଝଗଡା କରି ଘରୁ ଚାଲିଆସିଥିବା ମହିଳାଙ୍କୁ ଅପହରଣ ଉଦ୍ୟମ କରି ଜଣେ କନଷ୍ଟେବଳଙ୍କ ସମେତ ୩ ଗିରଫ : ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗରେ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସ୍‌

Read more

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାଇ କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇଲା ଜନମଙ୍ଗଳ ପରିଷଦ

ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସମଗ୍ର ଓଡିଆ ଜାତି ଆଜି ଗାନ କରିଛି ‘ବନ୍ଦେ ଉତ୍କଳ ଜନନୀ’ ୤ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

Read more

ଜନମଙ୍ଗଳ ପରିଷଦ ତରଫରୁ ସ୍ବର୍ଗତଃ ଭବନୀ ଚରଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ପୁର୍ବତନ ସାଂସଦ ତଥା ପଦ୍ମଶ୍ରୀ ସ୍ବର୍ଗତଃ ଭବନୀ ଚରଣ ପଟ୍ଟନାୟକଙ୍କ ନିମନ୍ତେ ଏକ

Read more

କଟକ : କରୋନା ପାଇଁ ସମୂହ ନମାଜ ପାଠ ଉପରେ କଟକଣା । ସହରର କୌଣସି ମସଜିଦରେ ହେବନି ନମାଜ ପାଠ । ପ୍ରତି ମସଜିଦ ସାମ୍ନାରେ ଜଗିବ ପୋଲିସ ଫୋର୍ସ । ଇଦ୍ ପାଳନ ବେଳେ କୋଭିଡ – ୧୯ ନିୟମ ଉଲ୍ଲଂଘନ ହେବନି । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ।

Read more

ରାଜଧାନୀରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ, ୨ ଭଉଣୀଙ୍କୁ କଲା ଛୁରାମାଡ଼

ଭୁବନେଶ୍ବର : ଏକ ତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକଙ୍କ ଉନ୍ମତାକାଣ୍ଡ ନୂଆପଲ୍ଳୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଫଳ ପ୍ରେମିକ ଜଣଙ୍କ

Read more

ଜନମଙ୍ଗଳ ପରିଷଦ ତରଫରୁ ରାଜଧାନୀରେ ଥିବା ଵୃଦ୍ଧାଶ୍ରମରେ ସ୍ଥିତି ଅନୁଧ୍ୟାନ ସହ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ |

ଭୁବନେଶ୍ବର : ଲକଡାଉନ ସମୟରେ ରାଜଧାନୀର ଅନାଥାଶ୍ରମ ଓ ଵୃଦ୍ଧାଶ୍ରମ ଗୁଡିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିଚାଳିତ ହେଉଛି | ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ

Read more

କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ସାମଗ୍ରୀ ବିତରଣ।

ଭୁବନେଶ୍ୱର, ୧୮/୫ : ବିଶ୍ୱ ମହାମାରୀ କରୋନା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟତ୍ତକୁ ଆସିଯାଇଥିଲେ ମଧ୍ୟ ଲକ୍ ଡାଉନ ପୂର୍ବଭଳି ବଳବତ୍ତର ରହିଥିବାରୁ ସମାଜର ନିମ୍ନଶ୍ରେଣୀରେ ଥିବା

Read more