IPS ସତ୍ୟଜିତ ନାୟକଙ୍କ ଘରୁ ଚୋରି ଘଟଣା: ୩ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ସମସ୍ତେ ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ହୋଇଥିବା ସୂଚନା । ୩ ଜଣଙ୍କ ନିକଟରୁ ୫ଟି ସିଲିଣ୍ଡର ଜବତ କଲା ପୋଲିସ । ବିଭିନ୍ନ କ୍ୟାବିନରୁ ଚୋରି ମାମଲାରେ ମଧ୍ୟ ଏମାନେ ସମ୍ପୃକ୍ତ

Read more

ଗଞ୍ଜାମ ଦିଗପହଣ୍ଡି ଚୌଧୁରୀ ଟିକରପଡ଼ା ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ । ୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ । ୩ଟି ଗାଁ ବଫର ଜୋନ ଘୋଷଣା, ଉପ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା

Read more

ମଣିପୁରର ରାଜଧାନୀ ଇମ୍ଫାଲରୁ ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ଆସି ପହଞ୍ଚିଛି। ଏହି ସ୍ୱତନ୍ତ୍ର ବିମାନରେ ୧୩୮ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ପ୍ରବାସୀମାନଙ୍କର ମଧ୍ୟରେ ଶ୍ରମିକ ଓ ଛାତ୍ରଛାତ୍ରୀମାନେ ଅଛନ୍ତି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଯିବେ।

Read more

ଭିଜିଲାନ୍ସ ଜାଲରେ ଭଦ୍ରକ ACF ବୀରଜା ମୋହନ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି । ଚାନ୍ଦବାଲି ରେଞ୍ଜ ଫରେଷ୍ଟର ଜଗନ୍ନାଥ ମିଶ୍ରଙ୍କ ଘରେ ମଧ୍ୟ ଚଢ଼ାଉ । ବନଖଣ୍ଡ କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ

Read more

ଭୁବନେଶ୍ବର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ କୌଣସି ବସ୍‌ ଗଡି଼ବନି । ଯେଉଁ ୩୦ଟି ବସ୍‌ ଗଡୁଥିଲା ତାହା ବି ଚାଲିବନି । ବସ୍‌ ନ ଗଡ଼ାଇବା ପାଇଁ ସବୁ କର୍ମଚାରୀଙ୍କୁ ସୂଚନା ଦିଆଯାଇଛି । ସରକାର ଦାବି ଶୁଣି ନଥିବାରୁ ବସ୍‌ ନ ଚଳାଇବାକୁ ନିଷ୍ପତ୍ତି । ରାଜଧାନୀ ପରିବହନ କର୍ମଚାରୀ ସଙ୍ଘ ସଭାପତିଙ୍କ ସୂଚନା

Read more

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ହଜିବା ନେଇ ପୋଷ୍ଟର ମରା ପ୍ରସଙ୍ଗରେ ପ୍ରତିକ୍ରିୟା । ଯେଉଁମାନେ ଖୋଜୁଥିଲେ ମୁଁ ଆସିଗଲେଣି, ସେମାନେ ଦେଖା କରିପାରିବେ । ମୁଁ ପ୍ରତ୍ୟେକ ଦିନ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଥିଲି: ପ୍ରତାପ

Read more

ଭୁବନେଶ୍ବରରେ ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ ସମସ୍ତ ପାର୍କ ଖୋଲିବାକୁ BMCର ଅନୁମତି । ସକାଳ ୫ଟାରୁ ୧୦ ଓ ଅପରାହ୍ଣ ୪ରୁ ୬ଟା ଯାଏ ଖୋଲିବ ପାର୍କ । ସକାଳ ୫ଟାରୁ ୭ଟା ଯାଏ କେବଳ ୬୦ ବର୍ଷରୁ ଅଧିକ ଲୋକ ଯାଇପାରିବେ । ଅନ୍ୟ କୌଣସି ବୟସର ବ୍ୟକ୍ତି ଏହି ସମୟରେ ଯାଇପାରିବେନି

Read more