ଭୁବନେଶ୍ବରରେ ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ ସମସ୍ତ ପାର୍କ ଖୋଲିବାକୁ BMCର ଅନୁମତି । ସକାଳ ୫ଟାରୁ ୧୦ ଓ ଅପରାହ୍ଣ ୪ରୁ ୬ଟା ଯାଏ ଖୋଲିବ ପାର୍କ । ସକାଳ ୫ଟାରୁ ୭ଟା ଯାଏ କେବଳ ୬୦ ବର୍ଷରୁ ଅଧିକ ଲୋକ ଯାଇପାରିବେ । ଅନ୍ୟ କୌଣସି ବୟସର ବ୍ୟକ୍ତି ଏହି ସମୟରେ ଯାଇପାରିବେନି