ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀ ଏବଂ ଡ୍ରାଇଭରଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ , ଭୁବନେଶ୍ବର ସରକାରୀ ବାସଭବନ ସମେତ ପୈତୃକ ଘରେ ବି ଚାଲିଛି ଚଢାଉ, ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କୁ କରାଯାଉଛି ପଚରାଉଚରା, ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ , ଚଢ଼ାଉରେ ଭିଜିଲାନ୍ସ ସେଲ୍‌ର ୨ ଜଣ ଅତିରିକ୍ତ SP ଏବଂ ୧୭ DSP ସାମିଲ

Leave a Reply

Your email address will not be published. Required fields are marked *