ଭୁବନେଶ୍ବର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ କୌଣସି ବସ୍‌ ଗଡି଼ବନି । ଯେଉଁ ୩୦ଟି ବସ୍‌ ଗଡୁଥିଲା ତାହା ବି ଚାଲିବନି । ବସ୍‌ ନ ଗଡ଼ାଇବା ପାଇଁ ସବୁ କର୍ମଚାରୀଙ୍କୁ ସୂଚନା ଦିଆଯାଇଛି । ସରକାର ଦାବି ଶୁଣି ନଥିବାରୁ ବସ୍‌ ନ ଚଳାଇବାକୁ ନିଷ୍ପତ୍ତି । ରାଜଧାନୀ ପରିବହନ କର୍ମଚାରୀ ସଙ୍ଘ ସଭାପତିଙ୍କ ସୂଚନା