ମହାରାଷ୍ଟ୍ରର ଆଲିବାଗ୍‌ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ନିସର୍ଗ’ । ୩ ଘଣ୍ଟା ଯାଏ ଚାଲିବ ଲ୍ୟାଣ୍ଡଫଳ ପ୍ରକ୍ରିୟା । ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ବେଗରେ ବହୁଛି ପବନ