ଭିଜିଲାନ୍ସ ଜାଲରେ ଭଦ୍ରକ ACF ବୀରଜା ମୋହନ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି । ଚାନ୍ଦବାଲି ରେଞ୍ଜ ଫରେଷ୍ଟର ଜଗନ୍ନାଥ ମିଶ୍ରଙ୍କ ଘରେ ମଧ୍ୟ ଚଢ଼ାଉ । ବନଖଣ୍ଡ କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ