IPS ସତ୍ୟଜିତ ନାୟକଙ୍କ ଘରୁ ଚୋରି ଘଟଣା: ୩ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ସମସ୍ତେ ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ହୋଇଥିବା ସୂଚନା । ୩ ଜଣଙ୍କ ନିକଟରୁ ୫ଟି ସିଲିଣ୍ଡର ଜବତ କଲା ପୋଲିସ । ବିଭିନ୍ନ କ୍ୟାବିନରୁ ଚୋରି ମାମଲାରେ ମଧ୍ୟ ଏମାନେ ସମ୍ପୃକ୍ତ