ସ୍କୁଲରେ ନାମା ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ପାଇଁ ସବୁ DEO ଓ BEOଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିଠି । ଜୁଲାଇ ୧୫ ସୁଦ୍ଧା ନାମଲେଖା ସାରିବାକୁ ନିର୍ଦେଶ । ସକାଳ ୭ଟାରୁ ସାଢ଼େ ୯ଟା ମଧ୍ୟରେ ହେବ ନାମଲେଖା । ଏକ ସଙ୍ଗେ ୫ ଜଣରୁ ଅଧିକ ଆଡ୍‌ମିସନ କରି ପାରିବେ ନାହିଁ