ରାଜ୍ୟରେ ପୁଣି ଜଣେ ଡାକ୍ତର କୋରୋନା ଆକ୍ରାନ୍ତ । ତାଳଚେର କୋଭିଡ୍‌ ହସ୍ପିଟାଲର ଡାକ୍ତର କରୋନା ପଜିଟିଭ । ଆକ୍ରାନ୍ତ ଡାକ୍ତର ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ