ବାଲେଶ୍ବର ବାହାନଗା ବ୍ଲକ ଖରାସାପୁର ଗାଁରେ ଅଘଟଣ । ଆମ୍ବ ଖାଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ୨ ଭଉଣୀ ମୃତ । ଦ୍ବିତୀୟ ଶ୍ରେଣୀର ନୟନା ଖାତୁନ ଓ ଷଷ୍ଠ ଶ୍ରେଣୀର ପରମିନ ଖାତୁନ ମୃତ