କେନ୍ଦ୍ରୀୟ ଲୋକ ସେବା ଆୟୋଗର ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶିତ । ଅକ୍ଟୋବର ୪ରେ ହେବ ସିଭିଲ୍‌ ସର୍ଭିସ ପ୍ରିଲିମିନାରି ପରୀକ୍ଷା । ୨୦୨୧ ଜାନୁଆରି ୮ରୁ ହେବ ସିଭିଲ୍‌ ସର୍ଭିସ ମୁଖ୍ୟ ପରୀକ୍ଷା । ୨୦୧୯ ସିଭିଲ୍‌ ସର୍ଭିସ୍‌ର ଅବଶିଷ୍ଟ ବ୍ୟକ୍ତିତ୍ବ ପରୀକ୍ଷା ଜୁଲାଇ ୨୦ରୁ