ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ଶିଶୁଙ୍କ ପାଇଁ ପୂର୍ବତଟ ରେଳପଥର ଘୋଷଣା । ନବଜାତ ଶିଶୁଙ୍କୁ ଦିଆଯିବ ଉପହାର କୁପନ ଓ ଅର୍ଥ ରାଶି, ଓଡ଼ିଶାରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଏଯାଏ ୩ ଜଣ ଶିଶୁ ଜନ୍ମ ନେଲେଣି । ୩ ଜଣ ଯାକ ଶିଶୁ ବଲାଙ୍ଗିର ଜିଲ୍ଲାର ହୋଇଥିବା ସୂଚନା | ଆଜି ଟ୍ରେନ୍‌ରେ ଜନ୍ମିତ ଶିଶୁକୁ ୫ ହଜାର ଟଙ୍କା ଦେଲେ ECoR ମହାପ୍ରବନ୍ଧକ