ମନୀଷ ଦାସ ହତ୍ୟା ମାମଲା; ଆଜି ରିମାଣ୍ଡର ଦ୍ବିତୀୟ ଦିନ, ଅଭିଯୁକ୍ତଙ୍କୁ ନେଇ ଆଜି କ୍ରାଇମସିନ୍ ରିକ୍ରିଏଟ କରିବ କମିସନରେଟ ପୋଲିସ, ଜେରା ବେଳେ ହତ୍ୟାକାରୀ ସାଙ୍ଗ ଖୋଲିଲା ବିଲ୍ ରହସ୍ୟ, ଏଯାଏ ୬୭ ହଜାର ଟଙ୍କାର ବିଲ୍‌ର ହିସାବ ଦେଇଛନ୍ତି ଅଭିଯୁକ୍ତ, ଏବେ ବି ପୋଖରୀ ଭିତରେ ପଡ଼ି ରହିଛି ମନୀଷଙ୍କ ମୋବାଇଲ

Leave a Reply

Your email address will not be published. Required fields are marked *