କାଲିଠୁ ଭୁବନେଶ୍ବରର ଆଉ ୨ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’ । କଳିଙ୍ଗ ବିହାରରୁ ସାଇ ମନ୍ଦିର ଓ ମାଷ୍ଟର କ୍ୟାଣ୍ଟିନ ରୁଟ୍‌ରେ ଚାଲିବ ବସ୍‌ । ଲକ୍‌ଡାଉନ୍‌ କୋହଳ ପରେ ଏହାକୁ ୯ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’ । ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ଜାରି ରହିବ ମୋ ବସ୍‌ ସେବା

Leave a Reply

Your email address will not be published. Required fields are marked *