ଆସନ୍ତା ସପ୍ତାହରୁ ପୁଣି ଆରମ୍ଭ ହେବ #SCB ମେଡିକାଲର ଉନ୍ନୟନ କାମ । ଖୁବ ଶୀଘ୍ର ମେଡିକାଲ ପରିସରରୁ ସରକାରୀ କ୍ଵାର୍ଟର ଉଚ୍ଛେଦ କରାଯିବ । ତାଳଦଣ୍ଡା କେନାଲର ଦୁଇପାର୍ଶ୍ବ ରାସ୍ତା ସମ୍ପ୍ରସାରଣ କାମ ମଧ୍ୟ ଆରମ୍ଭ ହେବ । କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ପରେ ଉନ୍ନୟନ କମିଶନର ଓ ପୂର୍ତ୍ତ ସଚିବଙ୍କ ସୂଚନା