ଘୁଞ୍ଚିଲା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +3 ସେମିଷ୍ଟର ପରୀକ୍ଷା । ଷଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ଦ୍ବିତୀୟ ସପ୍ତାହକୁ ଘୁଞ୍ଚିଲା । ଜୁନ୍‌ ୨୫ ତାରିଖରୁ ହେବାର ଥିଲା ଷଷ୍ଠ ସେମିଷ୍ଟର ପରୀକ୍ଷା