ରାଜ୍ୟରେ ଏଯାଏ ୩ କୋଟି ୪୮ ଲକ୍ଷ ୩୮,୧୮୩ ଡୋଜ୍‌ ଟିକାକରଣ ହୋଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା, ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ପ୍ରଥମ ଡୋଜ ଟିକା ଦିଆଯାଇଛି । ଆଜି ୧୮୫୦ କେନ୍ଦ୍ରରେ ଜାରି ରହିଛି ଟିକାକରଣ । ପାର୍ବଣ ଯୋଗୁଁ ଟିକାକରଣ ଟିକେ ଧିମେଇ ଯାଇଥିଲା ।

Leave a Reply

Your email address will not be published. Required fields are marked *