ଲଗାତାର ୧୪ ଦିନ ହେବ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୫୧ ପଇସା ଓ ଡିଜେଲ ୬୧ ପଇସା ବୃଦ୍ଧି । ୧୪ ଦିନରେ ପେଟ୍ରୋଲ ୭.୬୨ ଟଙ୍କା ଓ ଡିଜେଲ ୮.୨୮ ଟଙ୍କା ବୃଦ୍ଧି । ଦିଲ୍ଲୀରେ ପେଟ୍ରୋଲ ଲିଟର ୭୮.୮୮ ଓ ଡିଜେଲ ୭୭.୬୭ ଟଙ୍କା

Leave a Reply

Your email address will not be published. Required fields are marked *