ଭୁବନେଶ୍ବରରେ ଚିହ୍ନଟ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୯ ହସ୍ପିଟାଲ କର୍ମଚାରୀ : ଡୁମଡୁମା ସୁବାସ ନଗର ବସ୍ତିର ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ଚିହ୍ନଟ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୯ ହସ୍ପିଟାଲ କର୍ମଚାରୀ । ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ ପଜିଟିଭ । ଅନ୍ୟ ଏକ ଘରୋଇ ହସ୍ପିଟାଲର ଜଣେ ମହିଳା ଓ ପୁରୁଷ କର୍ମଚାରୀ ପଜିଟିଭ
ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ ମଧ୍ୟ ପଜିଟିଭ । ଡୁମଡୁମା ସୁବାସ ନଗର ବସ୍ତିର ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ।
ଲକ୍ଷ୍ମୀ ବଜାର ବସ୍ତିର ୯ ବର୍ଷର ବାଳକ କୋରୋନା ପଜିଟିଭ

Leave a Reply

Your email address will not be published. Required fields are marked *