ବାଲିଘାଟ ଗୋଷ୍ଠୀ ସଂଘର୍ଷ 6 ଆହତ

ଢେଙ୍କାନାଳ ଭୁବନ ଥାନା ଯମୁନାକୋଟ ଗାଁରେ ଗୋଷ୍ଠୀ ସଂଘର୍ଷ, 6 ଆହତ । ବ୍ରାହ୍ମଣୀ ମାର୍ଥାପୁର ବାଲିଘାଟ ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ । ସମସ୍ତ ଆହତ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି । ଗତ କିଛି ମାସ ଧରି ମାର୍ଥାପୁର ବାଲିଘାଟକୁ ନେଇ ବିବାଦ ଲାଗି ରହିଥିଲା । ଭୁବନ ପୋଲିସର ଛାନଭିନ୍ ଆରମ୍ଭ ।

Leave a Reply

Your email address will not be published. Required fields are marked *