ମନୀଷ ଦାସ ହତ୍ୟା ମାମଲା : ଗିରଫ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା, ହୋଟେଲ ସାଉଥ ସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜର

ମନୀଷ ଦାସ ହତ୍ୟା ମାମଲା : ଗିରଫ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା, ହୋଟେଲ ସାଉଥ ସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜର
କୋଭିଡ ଗାଇଡ ଲାଇନ ଉଲଙ୍ଘନ କରିବା, ବେଆଇନ ଭାବେ ବାର ଖୋଲିବା, ଆପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଗିରଫ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ହୋଟେଲ ସାଉଥ ସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ବାର ମ୍ୟାନେଜର ମଧ୍ୟ ଗିରଫ

Leave a Reply

Your email address will not be published. Required fields are marked *