T-20 ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ଲଢ଼େଇ

T-20 ବିଶ୍ବକପ: ସୁପର ସଣ୍ଡେରେ ସୁପର ମୁକାବିଲା । ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍ Bରେ ଆଜି ଭାରତ-ପାକିସ୍ତାନ ଲଢ଼େଇ । ୨ ବର୍ଷ ପରେ ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ଲକ୍ଷ୍ୟରେ ଭାରତ

Leave a Reply

Your email address will not be published. Required fields are marked *