ଆଜ୍ଞାମାଳ ବିଜେ ନେଇ ପରିଚାଳନା କମିଟିର ପ୍ରେସ୍‌ମିଟ, ରଥଯାତ୍ରା ପାଇଁ କାଲି ବିଜେ ହେବ ଆଜ୍ଞାମାଳ, ଆଜ୍ଞାମାଳ ବିଜେ ପରେ ରଥ ଦକ୍ଷିଣମୋଡ଼ ହେବ, ଆଜ୍ଞାମାଳ ବିଜେ ପରେ ରଥ ସିଂହଦ୍ବାରକୁ ନ ଆସିଲେ ନୀତି ବନ୍ଦ ହୋଇପାରେ, ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ