ରଥଟଣା ପରେ ଗୁଣ୍ଡିଚା ମନ୍ଦିର ଆଗରେ ବିଦ୍ୟୁତ ସେବା ବିଚ୍ଛିନ୍ନ । ଅଧ ଘଣ୍ଟା ଧରି ଅନ୍ଧାରରେ ରହିଛି ୩ ରଥ । ୩ଟି ହାଲୋଜେନ ଲାଇଟ୍‌କୁ ଫେରାଇ ଦେଲା ପ୍ରଶାସନ । ଅନ୍ଧାରକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ