କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ମଞ୍ଚେଶ୍ବରର ବ୍ଲୁ ହ୍ବିଲ୍‌ ହସ୍ପିଟାଲ ସିଲ୍‌ ବିଏମ୍‌ସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି

Leave a Reply

Your email address will not be published. Required fields are marked *