ଘରକୁ ଆସିଲା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହେମାନ । କଟକ ଜଗତପୁର ସାତବଟିଆ ଘରକୁ ଆସିଲା ରେହେମାନ । କଟକ ଚୌଦ୍ବାର ଜେଲରୁ କଡ଼ା ସୁରକ୍ଷାରେ ଘରକୁ ଆସିଲା । ମାଆଙ୍କ ମୃତ୍ୟୁ ପରେ କୋର୍ଟଙ୍କ ଅନୁମତି କ୍ରମେ ଘରକୁ ଆସିଲା