ଗଞ୍ଜାମରେ ହେବ ଆଉ ୪ଟି ନୂଆ କୋଭିଡ୍‌ ହସ୍ପିଟାଲ: ହସ୍ପିଟାଲରେ ରହିବ ୪୭୦ ଶଯ୍ୟା । ହିଞ୍ଜିଳିକାଟୁ, ପାରଳା ମହାରାଜା ଇଂଜିନିୟରିଂ କଲେଜ, ସାଇନ୍ସ କଲେଜ ଛତ୍ରପୁର, ଭଞ୍ଜନଗରର ଛାତ୍ରୀ ନିବାସରେ ହେବ କୋଭିଡ ହସ୍ପିଟାଲ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ସରକାରଙ୍କ ନିଷ୍ପତ୍ତି

Leave a Reply

Your email address will not be published. Required fields are marked *