କେନ୍ଦୁଝର; ବାମେବାରୀ ଥାନା ବଳଦା ଗାଁରେ ଘରେ ଶୋଇଥିଲା ବେଳେ ସ୍ୱାମୀ, ସ୍ତ୍ରୀ ଜୀବନ୍ତ ଦଗ୍ଧ, ସୌଭାଗ୍ୟ ବଶଃତ ଅଳ୍ପକେ ବର୍ତ୍ତିଯାଇଛି ୯ବର୍ଷର ଶିଶୁପୁତ୍ର, ପ୍ରାଥମିକ ତଥ୍ୟ ଅନୁସାରେ ସର୍ଟ ସର୍କିଟରୁ ସେମାନେ ପୋଡ଼ି ଯାଇଥିବା ସୂଚନା

Leave a Reply

Your email address will not be published. Required fields are marked *