ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍‌। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା‌। ସେଥିରେ କୌଣସି ପ୍ରକାରର ଜୋର୍‌ଜବରଦସ୍ତିର ଚିହ୍ନ ନାହିଁ ।

Leave a Reply

Your email address will not be published. Required fields are marked *