ରାଜ୍ୟରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ଆଉ ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୨୦ ଜଣ ଚିହ୍ନଟ । ଗଞ୍ଜାମରେ ସର୍ବାଧିକ ୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
ଗଞ୍ଜାମରେ ସର୍ବାଧିକ ୪୯ କୋରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫ ଜଣ ଚିହ୍ନଟ । ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ । ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୭, କେନ୍ଦ୍ରାପଡ଼ାରୁ ୬ ନୂଆ ପଜିଟିଭ
କଟକରୁ ୫, ଝାରସୁଗୁଡ଼ାରୁ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ନୂଆପଡ଼ା, କେନ୍ଦୁଝର, ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ ।
ନବରଙ୍ଗପୁର, ଅନୁଗୁଳ, କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ । ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ