ଭୁବନେଶ୍ବରରେ ଆଜି ଆଉ ୧୬ କୋରୋନା ପଜିଟିଭ୍‌ ଚିହ୍ନଟ, ୧୧ ସୁସ୍ଥ, ହୋମ୍‌ କ୍ବାରେଣ୍ଟାଇନରୁ ୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ କୋରୋନା ପଜିଟିଭ୍‌ ସଂଖ୍ୟା ୨୭୪କୁ ବୃଦ୍ଧି, ୨୭୪ ପଜିଟିଭ୍‌ରୁ ୩ ମୃତ, ୧୩୮ ସୁସ୍ଥ ଓ ୧୩୨ ଚିକିତ୍ସାଧୀନ