କଳାହାଣ୍ଡି ଜୁନାଗଡ଼ ଥାନା ଅଞ୍ଚଳରେ ପୋଲ ତଳୁ ଯବାନଙ୍କ ମୃତଦେହ ଉଦ୍ଧାର । ନାନ୍ଦୋଳ-କେନ୍ଦୁପାଟି ରାସ୍ତାରେ ଥିବା ପୋଲ ତଳୁ ଯବାନଙ୍କ ମୃତଦେହ ଉଦ୍ଧାର । ମୃତକ ଗୋଲାମୁଣ୍ଡା ଅଞ୍ଚଳର IRB ଯବାନ ବିଶ୍ବଜିତ ମଙ୍ଗରାଜ । ଗତକାଲି ରାତିରେ ବାଇକ୍‌ରେ ଯିବା ବେଳେ ଖସି ପଡ଼ିଥିବା ସନ୍ଦେହ