ଭୁବନେଶ୍ବରରେ ଆଉ ୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୦ ସୁସ୍ଥ, ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଜଣେ ଓ ସ୍ଥାନୀୟ ଅଞ୍ଚଳରୁ ୮ ପଜିଟିଭ୍‌, ଭୁବନେଶ୍ବରରେ କୋରୋନା ପଜିଟିଭ୍‌ ସଂଖ୍ୟା ୨୮୩କୁ ବୃଦ୍ଧି, ୨୮୩ ପଜିଟିଭ୍‌ରୁ ୩ ମୃତ, ୧୪୮ ସୁସ୍ଥ ଓ ୧୩୧ ଚିକିତ୍ସାଧୀନ

ଏୟାରପୋର୍ଟ କଲୋନିରର ଦିଲ୍ଲୀ ଫେରନ୍ତା ୨୬ ବର୍ଷୀୟ ମହିଳା ପଜିଟିଭ, ଶିରିପୁର ଲକ୍ଷ୍ମୀବଜାର ବସ୍ତିର ୨ ମହିଳା ଓ ୨ ପୁରୁଷ କୋରୋନା ପଜିଟିଭ, ଏକ ଘରୋଇ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ, RBI ଅଫିସ ନିକଟରୁ ଜଣେ ୫୨ ବର୍ଷୀୟ ସିକ୍ୟୁରିଟି ଗାର୍ଡ ପଜିଟିଭ ଚିହ୍ନଟ