ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଭୁବନେଶ୍ୱର DCP ଅଫିସ୍ ଘେରିଲା ବିଜେପି ଯୁବମୋର୍ଚ୍ଚା

ମମିତା ହତ୍ୟାକାଣ୍ଡ ମାମଲା: ଭୁବନେଶ୍ୱର DCP ଅଫିସ୍ ଘେରିଲା ବିଜେପି ଯୁବମୋର୍ଚ୍ଚା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିକ୍ଷୋଭ, ଡିସିପି ଅଫିସ୍‌ ଆଗରେ ପୁଲିସ୍ ସହିତ ଧସ୍ତାଧସ୍ତି, କିଛି କର୍ମୀଙ୍କୁ ଉଠାଇ ନେଲା ପୁଲିସ୍

Leave a Reply

Your email address will not be published. Required fields are marked *