କଟକର କୁଖ୍ୟାତ ଅପରାଧୀ ସକିଲ NSAରେ ବୁକ୍‌, ଏକ ମାମଲାରେ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜେଲ୍‌ରେ ଅଛି ସକିଲ, ସକିଲ ନାଁରେ ରହିଛି ହତ୍ୟା, ଦାଦାବଟି ଭଳି ୨୯ଟି ମାମଲା