CMC କମିସନର ଅନନ୍ୟା ଦାସଙ୍କ ପ୍ରେସ୍‌ମିଟରେ ସୂଚନା, ଏପର୍ଯ୍ୟନ୍ତ କଟକକୁ ମୋଟ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି, ୩,୮୯୨ ହୋମ୍‌ ଓ ୯୪୯ ଜଣ ସରକାରୀ କ୍ବାରେଣ୍ଟାଇନରେ ଅଛନ୍ତି, ୨୬୦ ଜଣ ପ୍ରବାସୀ ପେଡ୍‌ କ୍ବାରେଣ୍ଟାଇନରେ ଅଛନ୍ତି, କଟକରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ