IAS ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ହଟିଲା ନିଲମ୍ବନ, ବିଜୟ କେତନଙ୍କୁ ପୁନଃ ଅବସ୍ଥାପିତ କଲେ ରାଜ୍ୟ ସରକାର, ବିଜୟ କେତନ ହେଲେ ରାଜସ୍ବ ପର୍ଷଦ ବୋର୍ଡର ସଚିବ, ୨୦୧୯ ଡିସେମ୍ବର ୩୦ରେ ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ଥିବା ବେଳେ ନିଲମ୍ବିତ ହୋଇଥିଲେ