ପୁରୀ ଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀ ସୁଦର୍ଶନ ସାହୁଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ, ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ଅଭିଯୋଗରେ ନିଲମ୍ବିତ, ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ