ଭୁବନେଶ୍ବରରୁ ଆଉ ୨୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୭ ସୁସ୍ଥ, ସଂଗରୋଧ କେନ୍ଦ୍ରରୁ ୨ ଓ ସ୍ଥାନୀୟ ଅଞ୍ଚଳରୁ ୨୩ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ ୩୧୪ ପଜିଟିଭରୁ ୪ ମୃତ, ୧୭୪ ସୁସ୍ଥ, ୧୩୫ ଚିକିତ୍ସାଧୀନ, ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ୨ଟି ଘରୋଇ ହସ୍ପିଟାଲରୁ ଜଣେ ଲେଖାଏଁ ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ