ଦରଦାମ ବୃଦ୍ଧି ପ୍ରତିବାଦରେ ନଭେମ୍ବର ୧ରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବ ବିଜୁ ମହିଳା ଜନତା ଦଳ

ଦରଦାମ ବୃଦ୍ଧି ପ୍ରତିବାଦରେ ନଭେମ୍ବର ୧ରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବ ବିଜୁ ମହିଳା ଜନତା ଦଳ, ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା କାର୍ଯ୍ୟକ୍ରମ । ରାଜଭବନ ଆଗରେ ଧାରଣା ଦେବ ଦଳ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ କମାଇବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବ ବିଜେଡି । ଦରଦାମ ବୃଦ୍ଧି ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ, ବିଜେଡି ନେତା ଅତନୁ ସବ୍ୟସାୟୀ ନାୟକଙ୍କ ଅଭିଯୋଗ । ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ‘ଦରଦାମ ବୃଦ୍ଧି’ ହୋଇଛି ।

Leave a Reply

Your email address will not be published. Required fields are marked *