କାଲି ପୁଣି ହେବ ଭାରତ-ଚୀନ ଅଧିକାରୀ ସ୍ତରୀୟ କଥାବାର୍ତ୍ତା, ଦିନ ସାଢ଼େ ୧୦ଟାରେ ଭାରତର ଚୁସୁଲଠାରେ ହେବ ଆଲୋଚନା, ଲଦ୍ଦାଖ ସୀମାରେ ଉତ୍ତେଜନା ନେଇ ସେନା ସ୍ତରୀୟ ଆଲୋଚନା, ପୂର୍ବରୁ ଜୁନ ୨୨ରେ ଚୀନ୍‌ର ମୋଲ୍‌ଡୋରେ ହୋଇଥିଲା ଆଲୋଚନା, କମାଣ୍ଡର ସ୍ତରୀୟ ଏହି ଆଲୋଚନା ୧୧ ଘଣ୍ଟା ଧରି ଚାଲିଥିଲା