ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ, ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର, ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ ନିଷ୍ପତ୍ତି, ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିପଦ ଆଶଙ୍କା ଥିବାରୁ ନିଷ୍ପତ୍ତି