ସଲିସିଟର ଜେନେରାଲ ଭାବେ ତୁଷାର ମେହତାଙ୍କୁ ପୁନଃ ନିଯୁକ୍ତି, ଜୁଲାଇ ୧ରୁ ୩ ବର୍ଷ ପାଇଁ ନିଯୁକ୍ତିକୁ କ୍ୟାବିନେଟ ନିଯୁକ୍ତି କମିଟିର ମଞ୍ଜୁରି, ୫ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ମଧ୍ୟ ୩ ବର୍ଷ ପାଇଁ ପୁନଃ ନିଯୁକ୍ତି, ୬ ବରିଷ୍ଠ ଓକିଲଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନୂଆ ନିଯୁକ୍ତି